https://kanaknews.com/nationalfilmawards2019-chhichhore-awarded-as-the-best-hindi-film/
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ । ଶ୍ରେଷ୍ଠ ଓଡିଆ ଫିଲ୍ମ ତାଲିକାରେ ଶଲାବୁଢାର ବଦଲା, କାଲିର ଅତୀତ ଓ ଶ୍ରୀକ୍ଷେତ୍ରରୁ ସାହିଜାତ ।